9 ଇତାର୍ ଗିନେ ଇସ୍ୱର୍ ତାକେ ସଃବ୍କେ ଅଃଦିକ୍ ବଃଡ୍ କଃରି ଆଚେ,
ଆରେକ୍ ସଃବ୍କାର୍ ନାଉ ତଃୟ୍ହୁଣି ଅଃଦିକ୍ ବଃଡ୍ ନାଉ ଦିଲା ଆଚେ,
10 ଜଃନ୍କଃରି ସଃର୍ଗ୍, ମଃୟ୍ଚ୍,
ଆର୍ ହଃତାଳେ ରିଲା ହଃତି ଲକ୍
ଜିସୁର୍ ନାଉଁଏ ମୁଣ୍ଡିଆ ମାର୍ତି,
11 ଆରେକ୍, ଉବା ଇସ୍ୱରାର୍ ଜଃଜ୍ମାନାର୍ ଗିନେ
ହଃତି ଜିବ୍ ଜିସୁ କ୍ରିସ୍ଟ ମାପୁର୍ ବଃଲି କୟ୍ଦ୍ ।