26 କାୟିତାକ୍ବଃଲେକ୍ ତୁମିମଃନ୍ ସଃବୁ ଜିସୁ କ୍ରିସ୍ଟର୍ ତଃୟ୍ ବିସ୍ୱାସ୍ ତଃୟ୍ ଇସ୍ୱରାର୍ ହୟିସି ଜିସି ଅୟି ଆଚାସ୍ । 27 ଜଃବେ ତୁମିମଃନ୍ ଜଃତେକ୍ ଲକ୍ କ୍ରିସ୍ଟର୍ ଗିନେ ବାପ୍ତିସମ୍ ହାୟ୍ଁ ଆଚାସ୍, ତୁମିମଃନ୍ ସଃବୁ କ୍ରିସ୍ଟକେ ବଃସ୍ତର୍ ହର୍ ହୁଙ୍ଗ୍ରି ଆଚାସ୍ । 28 ଜିଉଦି କି ଗ୍ରିସ୍ ଗତିଦଃଙ୍ଗ୍ଳା କି ମୁକୁଳ୍ଲାର୍ ଅଃଣ୍ଡ୍ରା କି ମାଇଜି, ତୁମିମଃନ୍କାର୍ ବିତ୍ରେ କାୟିହେଁ ବିନ୍ ନାୟ୍, କାୟିତାକ୍ବଃଲେକ୍ କ୍ରିସ୍ଟ ଜିସୁର୍ ତଃୟ୍ ତୁମିମଃନ୍ ଗଟେକ୍ ।
Publicidade