ହାଗାର୍ ଆର୍ ସାରାର୍ କଃତା
21 ମସାର୍ ବିଦି ତଃଳେ ଅଃଉଁକେ ମଃନ୍କଃରୁଲାସ୍ ଜେ, ତୁମିମଃମନ୍ ମକେ କଃଉଆ ତୁମିମଃନ୍ କାୟି ମସାର୍ ବିଦିର୍ କଃତା ନଃସୁଣାସ୍ ? 22 କାୟିତାକ୍ବଃଲେକ୍ ଲେକା ଆଚେ, ଅବ୍ରାହାମାର୍ ଜୁଳେକ୍ ହୟିସି ରିଲାୟ୍, ଗଟେକ୍ ଗତିଦଃଙ୍ଗ୍ଳିର୍ ହୟିସି ଆରେକ୍ ଗଟେକ୍ ବିବା ଅୟ୍ଲା ମାୟ୍ଜିର୍ । 23 ଜେ ଗତିଦଃଙ୍ଗ୍ଳିର୍ ହୟିସି ଗଃଗାଳାର୍ ଜଃଲମେ ଜଃଲମ୍ ଅୟ୍ଲା ମଃତର୍ ଜେ ବିବା ମାୟ୍ଜିର୍ ହୟିସି ସେ ସଃୟ୍ତ୍ ବଃଳେ ଜଃଲମ୍ ଅୟ୍ଲା । 24 ଇ ସଃବୁ କଃତାର୍ ବାବ୍ ଆଚେ, କାୟିତାକ୍ବଃଲେକ୍ ଇ ମାଇଜି ମଃନ୍ ଜଃଳେକ୍ ବିଦି ହର୍ ଗଟେକ୍ ବିଦି ସିନୟ୍ ହଃର୍ବାତେ ହୁଣି ଆୟ୍ଲାର୍, ସେରି ଗତିଦଃଙ୍ଗ୍ଳା ହିଲା ଜଃଲମ୍ଦିଲି, ହାଗାର୍ ସେ ହର୍ । 25 ହାଗାର୍, ଇରି ଆରବ୍ ଦେସେ ସିନୟ୍ ହଃର୍ବାତ୍କେ ବୁଜାୟ୍ଦ୍, ଆରେକ୍ ସେରି ଅଃବେ ଆଚ୍ତା ଜିରୁସାଲମାର୍ ସଃମାନ୍, କାୟିତାକ୍ବଃଲେକ୍ ଇରି ଅଃହ୍ଣାର୍ ହିଲାମଃନ୍କାର୍ ସଃଙ୍ଗ୍ ଗତିଦଃଙ୍ଗ୍ଳା ତଃଳେ ରଃୟ୍ ଆଚେ । 26 ମଃତର୍ ସଃର୍ଗାର୍ ଜିରୁସାଲମ୍ ମୁକୁଳ୍ଲାର୍, ସେ ଅଃମିମଃନାର୍ ଆୟା ।