27 ଜଃନ୍ ସାସ୍ତରେ ଲେକା ଆଚେ,
"ଏଗା ବାଞ୍ଜି ଇନ୍ମାନାର୍ ସଃର୍ଦା କଃର୍ !
ଏଗା ହିଲାହାଉତା ଦୁକା ନଃରିଲା ବଃଳ୍ ଉଲ୍ଗାଟ୍ ଅୟି କଃଉ,
କାୟିତାକ୍ବଃଲେକ୍ ଅଃଣ୍ଡ୍ରା ରିଲା ମାୟ୍ଜିର୍ ହିଲା ତଃୟ୍ ହୁଣି ହୟିସି ଉବାସି ନୟ୍ଲା ହିଲାମଃନ୍ ଅଃଦିକ୍ ଅଃଉତି ।"
28 ଏ ବାୟ୍ବେଣିମଃନ୍ ତୁମିମଃନ୍ ଇସାକ୍ ହର୍ ଇସ୍ୱର୍ ସଃୟ୍ତାର୍ ହିଲାମଃନ୍ । 29 ମଃତର୍ ଗଃଗାଳାର୍ ଜଃଲମେ ଜେ ସେ ଜଃନ୍କଃରି ସଃଡେବଃଳ୍ ଆତ୍ମାର୍ ସଃୟ୍ତ୍ ହଃର୍କାରେ ଜଃଲମ୍ ଅୟ୍ଲା ତାକେ ଆର୍ଲା କଃର୍ତିରିଲା, ସେନ୍ ଅଃବେ ହେଁ ଗଃଟୁଲି ।