ତୁମାର୍ ମୁକୁଳ୍ଲାର୍ ବାଚାୟ୍ରିଆ
1 ମୁକୁଳ୍ତା ଗିନେ କ୍ରିସ୍ଟ ଅଃମିମଃନ୍କେ ମୁକ୍ଳାୟ୍ ଆଚେ; ବଃଲେକ୍ ତିର୍ ଅୟ୍ରିଆ ଆର୍ ଗତିଦଃଙ୍ଗ୍ଳାର୍ ଜିଅଡାୟ୍ ଆରେକ୍ ଗଟ୍ତର୍ ଜଳାୟ୍ ନଃୱା ।
2 ଦଃକା ମୁୟ୍ଁ ପାଉଲ୍ ତୁମିମଃନ୍କେ କଃଉଁଲେ, ଜଦି ତୁମିମଃନ୍କାର୍ ସୁନତ୍ ଅୟ୍ଦ୍, ତଃବେ କ୍ରିସ୍ଟର୍ ତଃୟ୍ ତୁମିମଃନ୍କାର୍ କାୟି ଲାବ୍ ନାୟ୍ । 3 ମୁୟ୍ଁ ସୁନତ୍ ଅଃଉତା ହଃତି ଲକ୍କେ ଆରେକ୍ ଗଟ୍ତର୍ କଃଉଁଲେ ଜେ, ସେ ସଃବୁ ମସାର୍ ବିଦି ମାନୁକ୍ ବାୟ୍ଦ୍ରେ ଲଳା । 4 ତୁମିମଃନ୍ ଜଃତେକ୍ ଲକ୍ ମସାର୍ ବିଦି ତଃୟ୍ ହୁଣି ଦଃର୍ମି ଗଃଣା ଅଃଉଁକେ ମଃନ୍କଃରୁଲାସ୍, ତୁମିମଃନ୍ କ୍ରିସ୍ଟର୍ ତଃୟ୍ହୁଣି ଅଃଲ୍ଗା ଅୟି ଆଚାସ୍, ତୁମିମଃନ୍ ଦଃୟା ତଃୟ୍ ହୁଣି ଦୁରି ଅୟି ଆଚାସ୍ । 5 କାୟିତାକ୍ବଃଲେକ୍ ଅଃମିମଃନ୍ ଆତ୍ମାର୍ ସଃକ୍ତି ତଃୟ୍ ବିସ୍ୱାସାର୍ ଗିନେ ଦଃର୍ମି ହାଉତା ବଃର୍ସାୟ୍ ଜାଗିଆଚୁ । 6 ବଃଲେକ୍ କ୍ରିସ୍ଟ ଜିସୁର୍ ଦଃୟାୟ୍ ସୁନତ୍ କି ଅସୁନତ୍ କାୟିରି ନାୟ୍, ମଃତର୍ ଲାଡେ କଃଲା ବିସ୍ୱାସ୍ ହଃକା ବଃଡ୍ ।