16 ମର୍ ମଃନ୍ ଇରି ପବିତ୍ର ଆତ୍ମା ତଃୟ୍ହୁଣି ଚାଲ୍ଚାଲ୍ତି କଃରା, ସେନ୍ ଅୟିଲେକ୍ ତୁମିମଃନ୍ ଗଃଗାଳାର୍ ଇଚା ହୁରୁଣ୍ ନଃକେରାସ୍ ? 17 କାୟିତାକ୍ବଃଲେକ୍ ଗଃଗାଳାର୍ ଇଚା ପବିତ୍ର ଆତ୍ମାର୍ ବିରଦ୍ ସେରଃକମ୍ ପବିତ୍ର ଆତ୍ମାର୍ ଇଚା ଗଃଗାଳାର୍ ଇଚାର୍ ବିରଦି ବଃଲେକ୍ ଇ ଜଳେକ୍ ନିଜାର୍ ନିଜାର୍ ସଃତ୍ରୁ, ତଃବେ ତୁମିମଃନ୍ ଜାୟ୍ଜାୟ୍ରି ଇଚା କଃରାସ୍, ସେସଃବୁ କଃରୁ ନଃହାରାସ୍ ।
Publicidade
Publicidade