ଇସ୍ୱରାର୍ କଃତା ତାର୍ ହୟିସି ଦଃୟି ଜାଣାୟ୍ଲା
1 ଇସ୍ୱର୍ ହୁର୍ବ୍ କାଳେ ବିନ୍ବିନ୍ ବେଳାୟ୍ ଆର୍ ବିନ୍ବିନ୍ ରଃକମେ ବାବ୍ବାଦିମଃନାର୍ ଦଃୟି ଦାଦିବାବୁମଃନ୍କେ କଃତା କୟ୍, 2 ଇ ସେସ୍ କାଳେ ହୟ୍ସିର୍ ଦଃୟି ଅଃମିମଃନ୍କେ କଃତା କୟ୍ଆଚେ; ତାକେ ସେ ସଃବୁ ବିସୟାର୍ ଅଃଦିକାରି କଃରି ବାଚ୍ଲା, ତାର୍ ଦଃୟି ହେଁ ସଃବୁ ଜଃଗତାର୍ ଉବ୍ଜାୟ୍ଲା;