ଇସ୍ୱରାର୍ ଚଃମେ ଅଃଉତାର୍
19 ତଃବେ ଏ ବାୟ୍ବେଣିମଃନ୍, ଜିସୁର୍ ମଃର୍ନ୍ ଲାଗି ଅଃମିମଃନ୍ ବଃଡେ ପବିତ୍ର ଜଃଗାୟ୍ ହୁରୁକେ ଅଃଦିକାର୍ ହାୟ୍ଁ ଆଚୁ । 20 ସେ ତାର୍ ଗଃଗାଳ୍ ହର୍ ପର୍ଦା ବାଟ୍ ଦଃୟି ଅଃମିମଃନାର୍ ଗିନେ ଗଟେକ୍ ନଃଉଆଁ ଜିବନ୍ ବାଟ୍ ଉଗାଳି ଆଚେ । 21 ଆରେକ୍ ଇସ୍ୱରାର୍ ଗଃର୍ ଅଃବେ ଅଃମିମଃନାର୍ ଗଟେକ୍ ବଃଡ୍ ଜାଜକ୍ ଆତେ ଆଚେ । 22 ଆସା, ଅଃମିମଃନ୍ କ୍ରିସ୍ଟର୍ ବଃନିସଃଙ୍ଗ୍ ଦୟ୍କଃରି ବିଟାଳ୍ ବାବ୍ନା ନିର୍ମୁଳ୍ କଃରୁଆଁ ଆର୍ ନିର୍ମୁଳ୍ ଜାଣାୟି ଗଃଗାଳ୍ ଦୟ୍କଃରି ଦିର୍ ମଃନେ ହୁର୍ନ୍ ବିସ୍ୱାସେ ଇସ୍ୱରାର୍ ଚଃମେ ଅଃଉଁଆ;