35 ସେତାକ୍ ତୁମିମଃନାର୍ ସାସ୍ ଚାଡା ନାୟ୍, ବଃଲେକ୍ ସେତି ବଃଡ୍ ପୁରିସ୍କାର୍ ଆଚେ । 36 ଜୁୟ୍ତାର୍ ଗିନେ ତୁମିମଃନ୍ ଇସ୍ୱରାର୍ ଇଚା ହୁରୁଣ୍ କଃରି ସଃୟ୍ତାର୍ ହଃଳ୍ ହାଉଁ ହାରାସ୍, ସେତାର୍ଗିନେ ତୁମିମଃନ୍ ସଃମ୍ବାଳ୍ତାର୍ ଲକ୍ ଅଃଉତାର୍ ଦଃର୍କାର୍ । 37 ବଃଲେକ୍ ସାସ୍ତରେ ଲେକା ଆଚେ,
"ଆରେକ୍ ଅଃଳକ୍ ବେଳା ମଃତର୍ ଆଚେ,
ଜାର୍ ଆସ୍ତାର୍ ଆଚେ,
ସେ ଆସେଦ୍ ଆର୍ ବେଳ୍ ନଃକେରେ ।
38 ଅଃମାର୍ ଦଃର୍ମି ମାନାୟ୍ ବିସ୍ୱାସାର୍ ଗିନେ ବଚେଦ୍,
ମଃତର୍ ଜଦି ଜେକି ହଃଚେ ବାଉଳେଦ୍,
ମର୍ ଆତ୍ମା ତାର୍ ତଃୟ୍ ସଃର୍ଦା ନାୟ୍ ।"
39 ମଃତର୍ ଜୁୟି ଲକ୍ମଃନ୍ ନାସ୍ ଅଃଉଁକ୍ ହଃଚେ ବାଉଳ୍ତି, ଅଃମିମଃନ୍ ସେମଃନାର୍ ଦଃଳାର୍ ଲକ୍ ନାୟ୍, ମଃତର୍ ଜୁୟି ଲକ୍ମଃନ୍ ଆତ୍ମାର୍ ମୁକ୍ତି ହାଉଁକ୍ ବିସ୍ୱାସ୍ କଃର୍ତି, ଅଃମିମଃନ୍ ସେମଃନାର୍ ଦଃଳାର୍ ଲକ୍ ।