24 ବିସ୍ୱାସାର୍ ଗିନେ ମସା ବେଣ୍ଡ୍ୟା ବଃୟ୍ସ୍ ଅୟ୍ଲାକ୍ ପାରର୍ ଜିସିର୍ ହୟିସି ବଃଲାୟ୍ ଅଃଉଁକେ ନଃଚ୍ଲା । 25 ହାହେ ରଃୟ୍ ଅଃଳକ୍ କାଳ୍ ସୁକ୍ବୟ୍ଗ୍ କଃର୍ତା ବାଦୁଲେ ଇସ୍ୱରାର୍ ଲକ୍ମଃନାର୍ ସଃଙ୍ଗ୍ ଦୁକ୍ ବୟଃଗ୍ କଃରୁକେ ସେ ମଃନ୍କଃଲା, 26 ଆରେକ୍ ମିସରାର୍ ସଃବୁ ଦଃନାର୍ ବାଦୁଲେ କ୍ରିସ୍ଟର୍ ଲିନ୍ଦାର୍ ବାଗିଦାରି ଅଃଉଁକେ ଅଃଦିକ୍ ନିକ ଦଃନ୍ ବଃଲି ମଃନେ କଃଲା, କାୟିତାକ୍ବଃଲେକ୍ ସେ ପୁରିସ୍କାର୍ ଦେତାବଃଳ୍କ୍ ଦଃକ୍ଲା ।