14 ସଃବୁ ଲକାର୍ ସଃଙ୍ଗ୍ ସୁସ୍ତାୟ୍ ରେଉଁକ୍ ଚେସ୍ଟା କଃରା, ଆର୍ ପବିତ୍ର ରଃୟ୍ ଜିବନ୍ କାଟୁକେ ଚେସ୍ଟା କଃରା ବଃଲେକ୍ ସେରି ନୟ୍ଲେକ୍ ଇସ୍ୱର୍ କେଏ ଦଃକୁ ନାହାରାସ୍ । 15 କଃନ୍ସ୍ ଅୟିଲେକ୍ କେକେ ଇସ୍ୱରାର୍ ଦଃୟାୟ୍ ହୁଣି ଦୁରିକ୍ ଅଃଉତି କି କୁୟି ହିତାର୍ ମୁଳ୍ ଆକରି କଃରି ବାଡି ତୁମିମଃନ୍କେ ନାସ୍ କଃରେଦ୍, ଆର୍ ସେତାର୍ ଗିନେ ଗାଦେକ୍ ଲକ୍ ବିଟାଳ୍ ଅଃଉତି ।