17 ତୁମିମଃନାର୍ ନେତାମଃନାର୍ କଃତା ମାନି ସେମଃନାର୍ ତଃଳେ ରିଆ, କାୟିତାକ୍ବଃଲେକ୍ ଜୁୟି ଲକ୍ମଃନ୍କେ ଇସାବ୍ ଦେଉଁକ୍ ଅୟ୍ଦ୍, ସେମଃନ୍ ତୁମିମଃନାର୍ ଆତ୍ମାର୍ ବିସୟେ ଜାଗ୍ତା କାମ୍ କଃର୍ତି, ଜଃନ୍କଃରି ସେମଃନ୍ ସେରି ମଃନ୍ଦୁକ୍ ଅୟି ନଃକେରି ମଃନ୍ ସଃର୍ଦାୟ୍ କଃରୁ ହାର୍ତି; ମଃନ୍ଦୁକ୍ ଅୟି କଃଲେକ୍ ତୁମିମଃନାର୍ ଲାବ୍ ନୟେ ।
Publicidade