12 ଏ ବାୟ୍ବେଣିମଃନ୍, ଜଃଗ୍ରାତ୍, ଅଃଉଆ ଜଃନ୍କଃରି ତୁମାର୍ କାର୍ ମଃନ୍ ଜିବନ୍ ଇସ୍ୱରାର୍ ବିସ୍ୱାସ୍ ତଃୟ୍ହୁଣି ଦୁରି ନଃଜଃଉଅ । 13 ମଃତର୍ କଃଡେବଃଳ୍ ହାହାର୍ ଟକ୍ତା ତଃୟ୍ ତୁମିମଃନାର୍ ବିତ୍ରେ କେଏ ଅଃଟୁଆ ମଃନାର୍ ଲକ୍ ଅୟ୍ଦ୍, ଇତାର୍ ଗିନେ ଆଜି ବେଳା ରେଉଁ ରେଉଁ ହଃତି ଦିନ୍ ଗଟ୍ଲକ୍ ଆରେକ୍ ଗଟେ ଲକେ ଉହ୍କାର୍ କଃର ।