5 ଗଟ୍ ଦଃଙ୍ଗ୍ଳା ବାବେ ମସା ଇସ୍ୱରାର୍ ଗଃରେ ମାୟ୍ନ୍କାରି ବିସ୍ୱାସି ଲକ୍ରିଲା, ଆର୍ ତାର୍ କାମ୍ ଇସ୍ୱର୍ ଆଗେ ଜାଣାଉତାର୍ ବିସୟ୍ ହର୍ ରିଲା । 6 ମଃତର୍ କ୍ରିସ୍ଟ ତାର୍ ହୟିସି ଇସାବେ ଇସ୍ୱରାର୍ ହୁରୁଣ୍ ଗଃରାର୍ ହର୍; ଜଦି ଅଃମିମଃନାର୍ ସାସ୍ ଆଚେ ତଃବେ ଗଃର୍ବାର୍ କଃତା ଜେ ଅଃମିମଃନାର୍ ବଃର୍ସା, ଅଃଟୁଆ ଆଚେ, ତଃବେ ଅଃମିମଃନ୍ ତ ତାର୍ ଗଃର୍ ।
Publicidade