12 କାୟିତାକ୍ବଃଲେକ୍ ଇସ୍ୱରାର୍ କଃତା ଜିବନ୍ ଆର୍ କାମ୍ ହୁରା କଃର୍ତାର୍, ଆରେକ୍ ଦୁୟ୍ବାଟ୍ ଦାର୍ ରେତା କଃଣ୍ଡା ତଃୟ୍ହୁଣି ଅଃଦିକ୍ ଲାଗୁଣ୍, ଆର୍ ଜିବନ୍ ଆର୍ ଆତ୍ମା, ଗଃଟି ଆର୍ ଆଡ୍ ବିତ୍ରେ ରିଲା ସୁଇଁ ହଃତେକ୍ ବେଦି ଜାୟ୍ଦ୍ ଆରେକ୍ ମଃନାର୍ ଚିତା ଆର୍ ବାବାର୍ ନିକ ବିଚାର୍ କଃରେଦ୍ ।