9 ଇରି ଜାଣାହଃଳି ଆଚେ ଜେ ଇସ୍ୱରାର୍ ଲକ୍ମଃନାର୍ ଗିନେ ଗଟେକ୍ ଅଃଦିକ୍ ନିକ ବିସାଉଁଣି ବାକି ଆଚେ, ତଃବେ ଇସ୍ୱରାର୍ ଲକ୍ମଃନାର୍ ଗିନେ ବିସାଉଁଣିବାର୍ ବୟଃଗ୍ କଃର୍ତାର୍ ବାକି ଆଚେ । 10 ଇସ୍ୱର୍ ଜଃନ୍କଃରି ନିଜାର୍ କାମେହୁଣି ବିସାୟ୍ଲା, ସେ ରଃକମ୍ ସେମଃନ୍ ହେଁ ସେମଃନାର୍ କାମେ ହୁଣି ବିସାଉଁଣି ହାୟ୍ଁ ଆଚ୍ତି ।