28 ଆରେକ୍ ମୁୟ୍ ସେମଃନ୍କେ ଅଃମ୍ବର୍ ଜିବନ୍ ଦଃୟ୍ନ୍ଦ୍, ଆର୍ ସେମଃନ୍ କଃବେ ନଃସ୍ଟ୍ ନଃଉତି । ଆର୍ ସେମଃନ୍କେ ମର୍ ତଃୟ୍ହୁଣି କେଏ ଚାଡାୟ୍ ନେଉଁ ନଃହାର୍ତି । 29 ମର୍ ଉବା ମକ୍ ଜାୟ୍ରି ଦଃୟ୍ଆଚେ, ସେରି ସଃବୁ ତଃୟ୍ହୁଣି ବଃଡେ ମଲ୍, ଆର୍ ଉବାର୍ ଆତେ ହୁଣି କେଏ ସେରି ଚାଡାୟ୍ ନେଉଁ ନାହାରେ । 30 ଉବା ଆର୍ ମୁୟ୍ ଏକ୍ ।"
Publicidade
Publicidade