4 ମର୍ ତଃୟ୍ ରିଆ, ତଃବେ ମୁୟ୍ ତୁମାର୍ ତଃୟ୍ ରଃୟ୍ନ୍ଦ୍ । କଃନ୍ଦା ଜଃନ୍କଃରି ଅଙ୍ଗୁର୍ ମାଳେ ନଃରିଲେକ୍ ନିଜେ ହଃଳ୍ ହଃଳୁ ନାହାରେ, ସେହର୍ ତୁମିମଃନ୍ ହେଁ ମର୍ ତଃୟ୍ ନଃରିଲେକ୍ ହଃଳ୍ ହଃଳୁ ନଃହାରାସ୍ ।
5 ମୁୟ୍ ଅଙ୍ଗୁର୍ ମାଳ୍, ଆର୍ ତୁମିମଃନ୍ କଃନ୍ଦା, ଜେ ମର୍ତଃୟ୍ ରଃୟ୍ଦ୍ ଆର୍ ମୁୟ୍ ଜାର୍ତଃୟ୍ ରଃୟ୍ନ୍ଦ୍, ସେ ଜଃବର୍ ହଃଳ୍ ହଃଳେଦ୍; ବଃଲେକ୍ ମୁୟ୍ ନୟ୍ଲେକ୍ ତୁମିମଃନ୍ କାୟିରି କଃରୁ ନଃହାରାସ୍ ।