24 "ଏ ଉବା, ତୁୟ୍ ମକ୍ ଜୁୟ୍ମଃନ୍କ୍ ଦଃୟି ଆଚ୍ସି, ମୁୟ୍ ଜୁୟି ଲଃଗେ ରଃୟ୍ନ୍ଦ୍, ସେମଃନ୍ ହେଁ ସେତି ଜଃନ୍କଃରି ମର୍ ସଃଙ୍ଗ୍ ରେତି ଆର୍ ଜଃଗତାର୍ ଉବ୍ଜାଣ୍ ହୁର୍ବେ ତୁୟ୍ ମକ୍ ଲାଡ୍ କଃରି ରିଲାକ୍ ମକ୍ ଜୁୟି ଜଃଜ୍ମାନ୍ ଦଃୟି ଆଚ୍ସି, ମର୍ ସେ ଜଃଜ୍ମାନ୍ ସେମଃନ୍ ଜଃନ୍କଃରି ଦଃକ୍ତି, ଇରି ମର୍ ମଃନ୍ ।