ଜିସୁ ଆର୍ ପିତର୍
15 ସେମଃନ୍ କାୟିଲା ହଃଚେ ଜିସୁ ସିମନ୍ ପିତର୍କେ ହଃଚାର୍ଲା, "ଏ ଜହନାର୍ ହୟିସି ସିମନ୍, ତୁୟ୍ କାୟି ମକ୍ ଇମଃନାର୍ ତଃୟ୍ହୁଣି ଅଃଦିକ୍ ଲାଡ୍ କଃରୁଲିସ୍ ?"
ସେ ତାକ୍ କୟ୍ଲା, "ହେଁ ମାପୁର୍, ମୁୟ୍ ଜେ ତକ୍ ଲାଡ୍ କଃରୁଲେ, ସେରି ତୁୟ୍ ଜାଣି ଆଚ୍ସି ।"
ଜିସୁ ତାକ୍ କୟ୍ଲା, "ମର୍ ମେଣ୍ଡା ହିଲାମଃନ୍କେ ଚଃରାଉ ।"
19 ପିତର୍ କଃନ୍କଃରି ମଃର୍ନ୍ ବଗ୍ କଃରି ଇସ୍ୱରାର୍ ଜଃଜ୍ମାନ୍ କଃରେଦ୍, ସେ କଃତାକ୍ ଦଃରି ଜିସୁ ଇରି କୟ୍ଲା । ଇରି କୟ୍ଲା ହଃଚେ ଜିସୁ ତାକ୍ କୟ୍ଲା, "ମର୍ ହଃଚେ ଆଉ ।"