18 ଜୁୟି ଲକ୍ ହୟ୍ସିର୍ ତାଣେ ବିସ୍ୱାସ୍ କଃରେଦ୍ ତାର୍ ବିଚାର୍ ନାୟ୍; ମଃତର୍ ଜେ ବିସ୍ୱାସ୍ ନଃକେରେ ତାର୍ ବିଚାର୍ ଅୟି ସଃର୍ଲିନି, ବଃଲେକ୍ ସେ ଇସ୍ୱରାର୍ ଗଟେକ୍ବଃଲି ହୟ୍ସିର୍ ନାଉଁଏ ବିସ୍ୱାସ୍ ନଃକେରେ । 19 ଆର୍, ସେ ବିଚାର୍ ଇରି, ଜଃଗତାର୍ ଉଜାଳ୍ ତଃରାସି ଆଚେ, ଆର୍ ଲକ୍ମଃନ୍ ଉଲାଳ୍କେ ନଃଚିକଃରି ଅଃନ୍ଦାର୍କେ ଲାଡ୍ କଃଲାୟି, ବଃଲେକ୍ ସେମଃନ୍କାର କାମ୍ ସଃବୁ ମଃନ୍ଦ୍ ।
Publicidade
Publicidade