19 ଆର୍, ସେ ବିଚାର୍ ଇରି, ଜଃଗତାର୍ ଉଜାଳ୍ ତଃରାସି ଆଚେ, ଆର୍ ଲକ୍ମଃନ୍ ଉଲାଳ୍କେ ନଃଚିକଃରି ଅଃନ୍ଦାର୍କେ ଲାଡ୍ କଃଲାୟି, ବଃଲେକ୍ ସେମଃନ୍କାର କାମ୍ ସଃବୁ ମଃନ୍ଦ୍ । 20 ବଃଲେକ୍ ଜୁୟି ଲକ୍ କଃରାପ୍ କାମ୍ କଃରେଦ୍, ଉଲାଳ୍କେ ଗିଣ୍ କଃରେଦ୍, ବଃଲେକ୍ ତାର୍ କଃରାପ୍ କାମ୍ମଃନ୍ ହଃଦାୟି ହଃଳ୍ତା ଡିର୍କେ ଉଜାଳେ ଆସୁନଃଚେ । 21 ଜାର୍ କାମ୍ ସଃତ୍, ସେ ଉଜାଳେ ଆସୁକ୍ ମଃନ୍ କଃରେଦ୍, ଜଃନ୍କଃରି ତାର୍ କାମ୍ ଇସ୍ୱରାର୍ ତଃୟ୍ହୁଣି ଅୟ୍ଲି ବଃଲି ଜାଣା ହଃଳେଦ୍ ।
Publicidade