3 ଜିସୁ ତାକ୍ କୟ୍ଲା, "ସଃତ୍କଃରି ମୁୟ୍ ତକ୍ କଃଉଁଲେ, ଆରେକ୍ ଜଃଲମ୍୩:୩ ଆରେକ୍ ଜଃଲମ୍ - ବଃଲେକ୍ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍ । ନୟ୍ଲେକ୍ କେହେଁ ଇସ୍ୱରାର୍ ରାଇଜ୍ ଦଃକୁ ନାହାରେ ।"
4 ନିକଦିମ ଜିସୁକେ ହଃଚାର୍ଲା, "ବୁଡା ଅୟିଲେକ୍ ମାନାୟ୍ କଃନ୍କଃରି ଆରେକ୍ ତରେକ୍ ଜଃଲମ୍ ଅଃଉଁ ହାରେ ? ସେ କାୟିରି ଆରେକ୍ ଗଟ୍ତର୍ ତାର୍ ଆୟ୍ସିର୍ ହେଟେ ହୁରି ଜଃଲମ୍ ଅଃଉଁ ହାରେ ?"
5 ଜିସୁ କୟ୍ଲା, "ସଃତ୍ କଃରି ମୁୟ୍ ତକ୍ କଃଉଁଲେ, ହାଣି ଆର୍ ଆତ୍ମାୟ୍ ଆରେକ୍ ତରେକ୍ ଜଃଲମ୍ ନୟ୍ଲେକ୍ କେହେଁ ଇସ୍ୱରାର୍ ରାଇଜେ ଜଃଉଁ ନାହାରେ । 6 ଗଃଗାଳେ ହୁଣି ଜାୟ୍ରି ଜଃଲମ୍ ସେରି ଗଃଗାଳ୍ ଆରେକ୍, ଆତ୍ମା ତଃୟ୍ହୁଣି ଜାୟ୍ରି ଜଃଲମ୍, ସେରି ଆତ୍ମା । 7 ତୁମି ସଃବ୍କେ ବାୟ୍ଦ୍ରେ ଆରେକ୍ ତରେକ୍ ଜଃଲମ୍ ଅଃଉଁକେ ହଃଳେଦ୍ ବଃଲି ମୁୟ୍ ଜୁୟ୍ରି କଃଉଁଲେ, ଇତାର୍ ଗିନେ କାବା ଅଃଉଅ ନାୟ୍ । 8 ବାଉ ଜୁୟି ଦିଗେ ମଃନ୍କଃରେଦ୍, ସେ ଦିଗେ ଜାୟ୍ଦ୍ ଆର୍ ତୁମିମଃନ୍ ତାର୍ ସଃବ୍ଦ୍ ସୁଣାସ୍, ମଃତର୍ ସେରି କୁୟ୍ତିହୁଣି ଆସେଦ୍ ଆର୍ କୁୟ୍ତି ଜାୟ୍ଦ୍, ସେରି ନଃଜାଣାସ୍; ଆତ୍ମାୟ୍ ହୁଣି ଜଃଲମ୍ ଅୟ୍ଲା ହଃତି ଲକାର୍ କଃତା ସେନ୍କାର୍ ।"