27 ଅଃନ୍କାବଃଳ୍ ଜିସୁର୍ ଚେଲାମଃନ୍ ବାଉଳି ଆୟ୍ଲାୟ୍, ଆର୍ ଜିସୁ ଗଟ୍ ମାୟ୍ଜି ସଃଙ୍ଗ୍ ଗଟିକଃର୍ତାର୍ ଦଃକି ସେମଃନ୍ ବଃଡେ କାବା ଅୟ୍ଲାୟ୍, ମଃତର୍ କେହେଁ ସେ ମାୟ୍ଜିକେ, "ତର୍ କାୟିରି ଲଳା ବଃଲି ନଃକୟ୍ଲାୟ୍, କି କାୟ୍କଃରୁକ୍ ତାର୍ ସଃଙ୍ଗ୍ କଃତା ଅଃଉଁଲିସ୍, ବଃଲି" ଜିସୁକେ ହେଁ ହଃଚାରୁକ୍ ସାସ୍ ନଃକେଲାୟ୍ ।
Publicidade