7 ସେମଃନ୍ ଜିସୁକେ ଆରେକ୍ ହଃଚାର୍ଲାକ୍, ଜିସୁ ମୁଣ୍ଡ୍ ଟେକି ସେମଃନ୍କେ କୟ୍ଲା, "ତୁମାର୍ ବିତ୍ରେ ଜେ କଃବେ କାୟି ହାହ୍ ନଃକେରେ, ସେ ଆସି ତାକ୍ ହଃର୍ତୁ ଟେଳା ମାର ।" 9 ଜିସୁର୍ କଃତା ସୁଣି ସେମଃନ୍ ବଃଡ୍ ତଃୟ୍ହୁଣି ଆରୁମ୍ କଃରି ସାନ୍ ହଃତେକ୍ ଗଟେକ୍ ହଃଚେ ଗଟେକ୍ କଃରି ସଃବୁ ହଃଳାୟ୍ଲାୟ୍ । ଆରେକ୍ ଜିସୁ ଆର୍ ସେ ମାୟ୍ଜି ହଃକା ସେତି ଟିଆ ଅୟ୍ରିଲାୟ୍ ।
Publicidade