ନିକ ସମିରଣିୟର୍ କଃତା
25 ଆର୍ ଦଃକା ଗଟେକ୍ ବିଦି ସିକାଉ ଉଟି ଆସି ଜିସୁକେ କଃଟାଳ୍ ବୁଜୁକ୍ ହଃଚାର୍ଲା, "ଏ ଗୁରୁ, ଅଃମ୍ବର୍ ଜିବନ୍ ହାଉଁକ୍ ମୁଁୟ୍ କାୟିରି କଃରିନ୍ଦ୍ ।"
26 ଜିସୁ ତାକ୍ କୟ୍ଲା, "ଦଃର୍ମ୍ ବିଦିଏ କାୟିରି ଲେକା ଆଚେ ? ତୁୟ୍ କଃନ୍କଃରି ହାଟ୍ କଃରୁଲିସ୍ ?"
27 ସେ କୟ୍ଲା, "ତୁମି ଅଃହ୍ଣାର୍ ସଃର୍ନେ ଗଃର୍ବ୍, ସଃର୍ନେ ହଃରାଣ୍, ସଃର୍ନେ ସଃକ୍ତି ଆର୍ ସଃର୍ନେ ମଃନ୍ ଦଃୟି ଅଃହ୍ଣାର୍ ମାପୁର୍ ଇସ୍ୱର୍କେ ଲାଡ୍ କଃରା, ଆର୍ ନିଜ୍କେ ଲାଡ୍ କଃଲା ହର୍ ହାକିହଃଳ୍ସାକେ ଲାଡ୍ କଃରା ।"
28 ସେତାକ୍ ଜିସୁ ତାକ୍ କୟ୍ଲା, "ତୁୟ୍ ସଃତ୍ କଃତା କୟ୍ଲିସ୍, ତଃବେ ଇରି କଃର୍ ସେନ୍ ଅୟିଲେକ୍ ତୁୟ୍ ଅଃମ୍ବର୍ ଜିବନ୍ ହାଉସି ।"