29 "ଆରେକ୍ କାୟିରି କାହାସ୍ ଆର୍ କାୟିରି ହିଉଆସ୍, ସେରିମଃନ୍ ଲଳି ବୁଲା ନାୟ୍ ଆର୍ ଚିତା ହେଁ କଃରା ନାୟ୍ । 30 କାୟିତାକ୍ବଃଲେକ୍ ଜଃଗତାର୍ ଅଜିଉଦି ଲକ୍ମଃନ୍ ଇରିମଃନ୍ ଲଳି ବୁଲ୍ତି, ମଃତର୍ ଇ ସଃବୁ ବିସୟ୍ ଜେ ତୁମିମଃନାର୍ ଲଳା ଆଚେ ସେରି ତୁମିମଃନାର୍ ସଃର୍ଗାର୍ ଉବାଦି ଜାଣେଦ୍ । 31 ମଃତର୍ ତୁମିମଃନ୍ ଇସ୍ୱରାର୍ ରାଇଜ୍ ଲଳା, ଆର୍ ଇ ସଃବୁ ବିସୟ୍ ତୁମିମଃନ୍କେ ଦିଆ ଅୟ୍ଦ୍ ।"