10 ଗଟ୍ତର୍ ଜିସୁ ବିସାଉଁଣିବାର୍ ଦିନ୍ ଗଟେକ୍ ପାର୍ତ୍ନା ଗଃରେ ସିକ୍ୟା ଦେତିରିଲା । 11 ଆର୍ ଦଃକା ସେତି ଗଟେକ୍ ଦୁସ୍ଟ୍ ଆତ୍ମା ଡଃସିରିଲା ମାୟ୍ଜି ରିଲି, ସେ ଅଃଟ୍ର ବଃର୍ସ୍ ହଃତେକ୍ କୁବ୍ଳି ଅୟ୍ରିଲି, ସେ ସଃଳ୍କେ ଅୟି ଟିଆ ଅଃଉଁକେ ନଃହାର୍ତିରିଲି । 12 ଜିସୁ ତାକ୍ ଦଃକି ଲଃଗେ କୁଦି କୟ୍ଲା, "ଏ ଆୟା, ତୁୟ୍ ନିକ ଅୟ୍ଲିସ୍ !" 13 ଆର୍ ଜିସୁ ତାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲା, ଆର୍ ସେଦାହ୍ରେ ସେ ସଃଳ୍କ୍ ଅୟି ଟିଆ ଅୟ୍ଲି, ଆର୍ ସେ ଇସ୍ୱରାର୍ ଗୁଣ୍ଗାଉଁକେ ଦଃର୍ଲି ।
14 ମଃତର୍ ଜିସୁ ବିସାଉଁଣିବାର୍ ଦିନ୍ ଉଜ୍ କଃଲାକ୍ ପାର୍ତ୍ନାଗଃରାର୍ ମୁଳିକା ରିସା ଅୟ୍କଃରି ଲକ୍ମଃନ୍କେ କୟ୍ଲା, "କାମ୍ କଃରୁକେ ଚଅ ଦିନ୍ ଆଚେ, ତଃବେ ସେସଃବୁ ଦିନ୍ ଆସିକଃରି ନିକ ଅଃଉଆ, ମଃତର୍ ବିସାଉଣିବାରେ ନିକ ଅଃଉଁକେ ଆସା ନାୟ୍ ।"
15 ମଃତର୍ ମାପୁର୍ ତାକେ କୟ୍ଲା, "ରେ ହେଟ୍କପଟ୍ୟା, ତୁମିମଃନ୍ ସଃବୁଲକ୍ କାୟିରି ବିସାଉଁଣି ଦିନ୍ ତୁମାର୍ ବଃଇଲ୍ କି ଗଃଦ ସାଳେହୁଣି ମେଲି ନଃୟ୍ କାୟି ହାଣି ନଃକାଳାଉଆସ୍ ? 16 ତଃବେ ଦଃକା ଅଃଟ୍ର ବଃର୍ସ୍ ହଃତେକ୍ ସୟ୍ତାନ୍ ତଃୟ୍ହୁଣି କୁବ୍ଳି ଅୟ୍ରିଲି ଅବ୍ରାହାମାର୍ ବଃଉଁସାର୍ ଇ ମାୟ୍ଜିଟକି କାୟି ବିସାଉଁଣିବାରେ ନିଜାର୍ ବାନ୍ଦୁଣ୍ ତଃୟ୍ହୁଣି ମୁକୁଳ୍ତାର୍ ଦଃର୍କାର୍ ନଃରିଲି ?" 17 ଆର୍ ଜିସୁ ଇ କଃତାସଃବୁ କୟ୍ଲାକ୍, ତାର୍ ବିରଦିସଃବୁ ଲାଜ୍ ହାୟ୍ଲାୟ୍, ମଃତର୍ ଲକ୍ମଃନ୍ଦା ସେ କଃରିରିଲା ସଃବୁ କାବା କାମ୍ ଗିନେ ସଃର୍ଦା କଃରୁକେ ଦଃର୍ଲାୟ୍ ।