ଆଜ୍ଲା ମେଣ୍ଡା
1 ୧୫:୧ ଲୁକ ୫:୨୯,୩୦. ଗଟ୍ଦିନ୍ ରିବ୍ନି ଆର୍ ହାହି ଲକ୍ମଃନ୍ ଜିସୁର୍ କଃତା ସୁଣୁକ୍ ତାର୍ ହାକ୍ ଆସ୍ତି ରିଲାୟ୍ । 2 ସେତାକ୍ ପାରୁସିମଃନ୍ ଆର୍ ଦଃର୍ମ୍ଗୁରୁମଃନ୍ ଇରି ଦଃକି କଃରି ଲିନ୍ଦା କଃରୁକେ ଦଃର୍ଲାୟ୍ ଆର୍ ଲିନ୍ଦା କଃରି କୟ୍ଲାୟ୍, "ଇ ଲକ୍ ହାହିମଃନାର୍ ସଃଙ୍ଗ୍ ମିସୁଲା ଆର୍ ସେମଃନାର୍ ସଃଙ୍ଗ୍ କାଉଁଲା !"