23 ଆର୍ ସେ ନଃର୍କ୍କୁଣ୍ଡେ ହଃଳି ବିସ୍ଜଃଳାକେ କିଲିବିଲି ଅୟି ଉହ୍ରେ ଦଃକି ଦୁରିକ୍ ଅବ୍ରାହାମ୍ ଆର୍ ତାର୍ କଳେ ଲାଜାର୍କେ ଦଃକ୍ଲା । 24 ସେ କୟ୍ଲା, ‘ହିଁ ଉବା ଅବ୍ରାହାମ୍ ମକ୍ ଦଃୟା କଃରି ଲାଜାର୍କେ ଅଃଳକ୍ ମର୍ ହାକ୍ ହଃଟାଉ, ଜଃନ୍କଃରି ସେ ଜାଣାୟି ତାର୍ ଆଙ୍ଗଟିର୍ ଟିହ୍ ବୁଡାୟ୍ କଃରି ମର୍ ଜିବ୍କେ କାକର୍ କଃରେଦ୍, କାୟିତାକ୍ବଃଲେକ୍ ମୁୟ୍ଁ ଇ ଜୟେ କଃଲ୍ବଃଲ୍ ଅଃଉଁଲେ ।’"
Publicidade
Publicidade