1 ବାଙ୍ଗି ନଃହେଳି ସଃବୁବଃଳ୍ ପାର୍ତ୍ନା କଃର୍ତାର୍ ଜେ ଲଳା, ଇ କଃତା ଜିସୁ ସେମଃନ୍କେ ଗଟ୍ କଃତା କୟ୍ ବୁଜାୟ୍ଲା, 2 "ଗଟ୍ ଗଃଳେ ଗଟ୍ ବିଚାର୍କଃରୁ ରିଲା, ସେ ଇସ୍ୱର୍କେ ନଃଡିର୍ତି ରିଲା କି ଲକ୍ମଃନ୍କେ ହେଁ ନଃମାନ୍ତି ରିଲା । 3 ସେ ଗଃଳେ ଗଟେକ୍ ରାଣ୍ଡି ରିଲି, ସେ ରାଣ୍ଡି ତର୍କେ ତର୍ ତାର୍ ହାକ୍ ଜାୟ୍କଃରି କଃଉତିରିଲି, ମର୍ ସଃତ୍ରୁର୍ ଅନ୍ୟାୟ୍ର୍ ବିଚାର୍ କଃରି ମକେ ନ୍ୟାୟ୍ ଦେ । 4 ଆର୍ ସେ ବିଚାର୍କଃରୁ ମାନାୟ୍ ସେ ରାଣ୍ଡିକେ ଉହ୍କାର୍ କଃରୁକେ ରାଜି ଅଃଉଁକେ ନଃଚ୍ତିରିଲା; ମଃତର୍ ହଃଚେ ସେ ମଃନେ ମଃନେ କୟ୍ଲା, ‘ଜଦି ମୁଁୟ୍ ଇସ୍ୱର୍କେ ନଃଡିରୁଲେ କି ନଃର୍ମଃନ୍କେ ମାନ୍ତି ନଃକେରୁଲେ, 5 ଅୟିଲେକ୍ ହେଁ ଇ ରାଣ୍ଡି ମକ୍ କଃସ୍ଟ ଦେଉଁଲି ଇତାର୍ ଗିନେ ମୁଁୟ୍ ତାର୍ ସଃତ୍ରୁର୍ ବିଚାର୍ କଃରି ତାକ୍ ନ୍ୟାୟ୍ ଅଃଦିକାର୍ ଦଃୟ୍ନ୍ଦ୍; ନୟ୍ଲେକ୍ ସେ ସଃବୁବଃଳ୍ ଆସି ମକ୍ ବିସାଉଁକ୍ ନଃଦେୟ୍ ।’"
6 ସେତାକ୍ ମାପୁର୍ କୟ୍ଲା, "ଇ ଅଃନ୍ୟାୟ୍ ବିଚାର୍କଃରୁ କାୟିରି କଃଉଁଲା ସେରି ସୁଣା । 7 ତଃବେ ଇସ୍ୱରାର୍ ଜୁୟି ବାଚ୍ଲାର୍ ଲକ୍ମଃନ୍ ଦିନ୍ରାତି ତାର୍ ତଃୟ୍ହୁଣି ଉହ୍କାର୍ ହାଉଁକେ ତାକେ କୁଦ୍ତିରେତି, ତଃବେ ସେ କି ସେମଃନ୍କେ କଃଲା ନ୍ୟାୟ୍ ବିଚାର୍ ନଃକେରେ ? 8 ମୁଁୟ୍ ତୁମିମଃନ୍କେ କଃଉଁଲେ, ସେ ବେଗି ସେମଃନ୍କେ ଅୟ୍ରିଲାର୍ ନ୍ୟାୟ୍ ବିଚାର୍ କଃରେଦ୍, ମଃତର୍ ନଃରାର୍ ହୟିସି ଆସି ହୁର୍ତିବିଏ କାୟିରି ବିସ୍ୱାସ୍ ଦଃକେଦ୍ ?"