ଜିସୁର୍ ଜଃଲମ୍
1 ସଃଡେବଃଳ୍ ରମିୟ ଦେସ୍ ବିତ୍ରାର୍ ଚଃକର୍ବତି ଅଗସ୍ଟ କାଇସର୍ ତଃୟ୍ହୁଣି ଦେସାର୍ ସଃବୁ ଲକ୍ମଃନାର୍ ନାଉ ଲେକାଉଁକ୍ ଆଦେସ୍ ଆୟ୍ଲି । 2 ସୁରିଆର୍ ଗର୍ନର୍ କୁରିଣିୟର୍ ବଃଳ୍ ହଃର୍ତୁମ୍ ତର୍ ଇ ଲକ୍ ଗଃଣ୍ତି ଆରୁମ୍ ଅୟ୍ରିଲି । 3 ସେତାର୍ ଗିନେ ସଃବୁ ଲକ୍ମଃନ୍ ନାଉ ଲେକାଉଁକ୍ ଅଃହ୍ଣା ଅଃହ୍ଣାର୍ ଗଃଳେ ଜାତିରିଲାୟ୍ ।
4 ସେତାର୍ ଗିନେ ଜସେପ୍ ହେଁ ନାଉ ଲେକାଉଁକ୍ ମରିୟମ୍ ସଃଙ୍ଗ୍ ଗାଲିଲି ରାଜିର୍ ନାଜରିତ୍ ଗଃଳେହୁଣି ଜିଉଦା ରାଜିର୍ ବେତ୍ଲିହିମ୍ ନାଉଁଆର୍ ଦାଉଦାର୍ ଗଃଳେ ଗଃଳାୟ୍, କାୟିତାକ୍ବଃଲେକ୍ ସେ ଦାଉଦାର୍ ବଃଉଁସାର୍ ଲକ୍ ରିଲା । 5 ତାର୍ ସଃଙ୍ଗ୍ ମରିୟମ୍କ୍ ବିବା ଅଃଉଁକେ ମାଗ୍ଣି ଅୟ୍ରିଲି ଆର୍ ମରିୟମ୍ ଆଙ୍ଗେ ରିଲି । ସେତାର୍ ଗିନେ ସେ ମରିୟମ୍ ସଃଙ୍ଗ୍ ନାଉ ଲେକାଉଁକ୍ ଗଃଲା ।