34 ଆର୍ ସିମିଅନ୍ ସେମଃନ୍କେ ଆସିର୍ବାଦ୍ କଃରି ଜିସୁର୍ ଆୟ୍ସି ମରିୟମ୍କେ କୟ୍ଲା, "ଇ ହିଲା ଇସ୍ରାଏଲାର୍ ବେସି ଲକାର୍ ନଃସ୍ଟ୍ ଆର୍ ରଃକ୍ୟା କଃରୁକେ ଆଚେ ସେ ଇସ୍ୱରାର୍ ତଃୟ୍ ହୁଣି ଚିନା ଅୟ୍ଦ୍ ଅଃନେକ୍ ଲକ୍ ତାର୍ ବିରୁଦେ ଉଟ୍ତି । 35 ସେତାକ୍ ଇ ହିଲା କଃତେକ୍ ଲକାର୍ ବୁଡ୍ତାର୍ ଆର୍ ଉଟ୍ତାର୍, ଆର୍ ଜାର୍ ବିରୁଦେ କଃତା କଃଉଆ ଅୟ୍ଦ୍, ଇବାନ୍ୟା ଗଟେକ୍ ଚିନା ହର୍ ଅଃଉଁକେ ବାଚା ଅୟିଆଚେ; ଆରେକ୍ ତର୍ ଜିବନ୍ ବିତ୍ରେ ହେଁ କଃଣ୍ଡା ବୁସି ଅୟ୍ଦ୍ ।"
Publicidade