36 ଆର୍ ହାନା ନାଉଁଆର୍ ଗଟେକ୍ ବାବ୍ବାଦିଣି ରିଲି; ସେ ଆସେର୍ ବଃଉଁସାର୍ ପିନୁଏଲାର୍ ଜିସି । ତାର୍ ବୁତେକ୍ ବଃର୍ସ୍ ଅୟ୍ରିଲି; ସେ ବାଳତ୍ ଦଃଙ୍ଗ୍ଳି ରିଲା ହଃଚେ ବିବା ଅୟ୍କଃରି ସାତ୍ ବଃର୍ସ୍ ତାର୍ ଡକ୍ରାସି ସଃଙ୍ଗ୍ ରିଲି ଆର୍ ଡକ୍ରାସି ମଃଲାକ୍ ରାଣ୍ଡି ଅୟ୍ରିଲି, ତାକ୍ ଚାରିକଳି ଚାରି ବଃର୍ସ୍ ଜିବନ୍ କାଟ୍ଲି ।
Publicidade
Publicidade