48 ଜଃଡେବଃଳ୍ ଜିସୁର୍ ଆୟ୍ସି ଉବାସି ତାକ୍ ଦଃକ୍ଲାୟ୍, ସେମଃନ୍ କାବା ଅୟ୍ଲାୟ୍, ଆର୍ ତାର୍ ଆୟ୍ସି ତାକ୍ କୟ୍ଲି, "ଏ ହିଲା, କାୟିତାକ୍ ତୁୟ୍ ଅଃମାର୍ ସଃଙ୍ଗ୍ ଇବାନ୍ୟା କଃଲିସ୍ ? ଦଃକ୍, ତର୍ ଉବାଦି ଆର୍ ମୁଁୟ୍ କଃତେକ୍ କାକୁଲ୍ତି ଅୟି ତକେ ଲଳୁଲୁ ।"
49 ଜିସୁ ସେମଃନ୍କେ କୟ୍ଲା, "କାୟିତାକ୍ ତୁମିମଃନ୍ ମକ୍ ଲଳ୍ତି ରିଲାସ୍ ? ମର୍ ଉବାର୍ ଗଃରେ ରେତାର୍ ମର୍ ବିଦି, ଇ କଃତା କାୟି ତୁମି ଜାଣି ନଃରିଲାସ୍ ?" 50 ମଃତର୍ ସେ ସେମଃନ୍କେ ଜୁୟି କଃତା କୟ୍ଲା, ସେରି ସେମଃନ୍ ବୁଜୁ ନଃହାୟ୍ଲାୟ୍ ।
51 ହଃଚେ ଜିସୁ ସେମଃନାର୍ ସଃଙ୍ଗ୍ ମିସି ନାଜରିତ୍ ବାଉଳି ଆୟ୍ଲା ଆର୍ ସେମଃନାର୍ କଃତା ମାନିକଃରି ରିଲା, ଆରେକ୍, ତାର୍ ଆୟ୍ସି ଇ ସଃବୁ କଃତା ଗଟେକ୍ ଗଟେକ୍ କଃରି ତାର୍ ମଃନ୍ବିତ୍ରେ ଦଃର୍ଲି ।