26 ୨୨:୨୬ ମାତି ୨୩:୧୧; ମାର୍କ ୯:୩୫.୨୨:୨୬ ମାତି ୨୦:୨୫-୨୭; ମାର୍କ ୧୦:୪୨-୪୪.ମଃତର୍ ତୁମିମଃନ୍ ତାକାର୍ ହର୍ ଅଃଉଆ ନାୟ୍, ମଃତର୍ ତୁମାର୍ ବିତ୍ରେ ଜେ ବଃଡ୍ ସେ ସାନ୍ ହର୍ ଅଃଉଅ, ଆର୍ ଜେ ମୁଳିକା ସେ ସେବାକାରି ହର୍ ଅଃଉଅ । 27 ୨୨:୨୭ ଜହ ୧୩:୧୨-୧୫.ତଃବେ କେଏ, ବଃଡ୍ ? ଜେ କାଉଁକେ ବଃସେଦ୍, କି, ଜେ ସେବା କଃରେଦ୍ ? ଜେ କାଉଁକେ ବଃସେଦ୍, ସେ କି ବଃଡ୍ ନାୟ୍ ? ମଃତର୍ ମୁୟ୍ଁ ତୁମାର୍ ବିତ୍ରେ ଗଟ୍ ଗତିଦଃଙ୍ଗ୍ଳା ହର୍ ଆଚି ।"