24 ଆର୍ ସେମଃନାର୍ କଃତା ହଃର୍କାରେ କଃରା ଜଃଉଅ ବଃଲି ପିଲାତ ତିର୍ କଃରି ଆଦେସ୍ ଦିଲା; 25 ମଃତର୍ ଗଣ୍ଡ୍ଗଳ୍ ଆର୍ ନଃର୍ ଅଃତ୍ୟା ଗିନେ ଜଃଇଲେ ରିଲା ଜୁୟି ଲକାର୍ ଗିନେ ସେମଃନ୍ କଃଉତି ରିଲାୟ୍, ତାକ୍ ସେ ଚାଡି ଦିଲା, ଆର୍ ଜିସୁକେ ସେ ସେମଃନାର୍ ଇଚା ହଃର୍କାରେ କଃରୁକେ ସଃହ୍ରି ଦିଲା ।
Publicidade