27 ସେତି ସେ ମସା ଆର୍ ସଃର୍ନେ ବାବ୍ବାଦିମଃନାର୍ ତଃୟ୍ହୁଣି ଆରୁମ୍ କଃରି ସଃବୁ ଦଃର୍ମ୍ ସାସ୍ତର୍ ତଃୟ୍ର୍ ଅଃହ୍ଣାର୍ ସଃବୁ କଃତାର୍ ବାବ୍ ସେ ସେମଃନ୍କେ ବୁଜାୟ୍ ଦିଲା ।