10 ଇତାର୍ଗିନେ ଲକ୍ମଃନ୍ଦାମଃନ୍ ତାକ୍ ହଃଚାରୁକ୍ ଦଃର୍ଲାୟ୍, "ସେବାନ୍ୟା ଅୟିଲେକ୍ ଅଃମିମଃନ୍ କାୟି କଃରୁନ୍ଦ୍ ?"
11 ଜହନ୍ ସେମଃନ୍କେ ଉତୁର୍ ଦିଲା, "ଜାର୍ ଲଃଗେ ଜଳେକ୍ ଆଙ୍ଗି ଆଚେ, ସେ ଜାକେ ନାୟ୍, ତାକ୍ ଗଟେକ୍ ଦେଅ; ଆର୍ ଜାର୍ ଲଃଗେ କାଉଁକେ କାଦି ଆଚେ, ସେ ହେଁ ସେବାନ୍ୟା କଃର ।"