18 "ମାପୁରାର୍ ଆତ୍ମା ମର୍ ଉହ୍ରେ ଆଚେ,
ଜଃନ୍କଃରି, ଦୁକି ଦିନାରିମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରୁକେ ସେ ମକ୍ ଅବିସେକ୍ କଃରି ଆଚେ,
ଜଃଇଲେ ରିଲା ଲକ୍ମଃନ୍କେ ମୁକ୍ଳାଉଁକେ
ଆର୍ କାଣାମଃନାର୍ ତଃୟ୍ ଆକି ଦଃକ୍ତାର୍ କଃତା ପର୍ଚାର୍ କଃରୁକେ,
ଆରେକ୍ ଅଃତ୍ୟାଚାର୍ ହାଉତା ଲକ୍ମଃନ୍କେ ମୁକ୍ଳାଉଁକେ,
19 ଆର୍ ମାପୁର୍ ତାର୍ ଲକ୍ମଃନ୍କେ ଉହ୍କାର୍ କଃର୍ତା ବଃର୍ସ୍ ଆସିଆଚେ,
ଇ କଃତା ପର୍ଚାର୍ କଃରୁକେ ସେ ମକ୍ ହଃଟାୟ୍ ଆଚେ ।" ଚାମ୍ଳା ପୁସ୍ତକ୍