ଜିସୁ ଗାଦି ଲକ୍ମଃନ୍କେ ଉଜ୍ କଃଲା
38 ତାର୍ହଃଚେ ଜିସୁ ପାର୍ତ୍ନା ଗଃରେହୁଣି ଉଟି ସିମନାର୍ ଗଃରେ ଗଃଲା । ସିମନାର୍ ସଃତୁର୍ସି ଜଃବର୍ ଜଃର୍ତିରିଲି, ଆର୍ ସେମଃନ୍ ତାର୍ ବିସୟେ ଜିସୁକେ ଗଃଉଆରି କଃଲାୟି । 39 ସେତାର୍ ହଃଚେ ଜିସୁ ତାର୍ ଲଃଗେ ଟିଆ ଅୟି ଜଃର୍କେ ଦଃମ୍କାୟ୍ଲା, ଆର୍ ତାର୍ ଜଃର୍ ଚାଡ୍ଲି, ଆରେକ୍ ସେ ସେଦାହ୍ରେ ଉଟିକଃରି ସେମଃନାର୍ ସେବା କଃରୁକେ ଦଃର୍ଲି ।