2 ୮:୨ ମାତି ୨୭:୫୫,୫୬; ମାର୍କ ୧୫:୪୦,୪୧; ଲୁକ ୨୩:୪୯.ଆର୍ ଜୁୟି ମାୟ୍ଜିମଃନ୍ ବୁତ୍ଆତ୍ମା, ଆର୍ ରଗେ ହୁଣି ଉଜ୍ କଃରାୟ୍ ଅୟ୍ରିଲାୟ୍, ସେମଃନ୍ ହେଁ ତାର୍ ସଃଙ୍ଗ୍ ରିଲାୟ୍, ମରିୟମ୍ ଜାକେ ମଗ୍ଦଲିନି ମରିୟମ୍ ବଃଲି କଃଉତି, ଜାର୍ ତଃୟ୍ହୁଣି ସାତ୍ ବୁତ୍ ବାରାୟ୍ ଜାୟ୍ରିଲାୟ୍; 3 ହେରଦାର୍ ଗୁମୁସ୍ତା କୁଜାର୍ ଡକୁର୍ସି, ଜହନା, ସସନା, ଆରେକ୍ କଃତେକ୍ ମାୟ୍ଜିମଃନ୍ ତାର୍ ସଃଙ୍ଗ୍ ରଃୟ୍ ଅଃହ୍ଣା ଅଃହ୍ଣାର୍ ଦଃନ୍ ବିତ୍ ଦଃୟି, ଜିସୁର୍ ଆର୍ ଚେଲାମଃନାର୍ ସେବା କଃର୍ତି ରିଲାୟ୍ ।