ଜିସୁ ବାର ଗଟ୍ ଚେଲାକେ ହଃଟାୟ୍ଲା
1 ଇ ବିତ୍ରେ ଜିସୁ ବାର ଗଟ୍ ଚେଲାକେ କୁଦି ଗଟ୍ ଟାଣେ ରୁଣ୍ଡାୟ୍ଲା, ଆର୍ ସେମଃନ୍କେ ସଃବୁ ବୁତ୍ ଚାଡାଉଁକେ ଆରେକ୍ ରଗ୍ ଉଜ୍ କଃରୁକେ ସଃକ୍ତି ଆର୍ ଅଃଦିକାର୍ ଦିଲା । 2 ସେ ସେମଃନ୍କେ ମାପୁରାର୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃରୁକେ ଆର୍ ରଗିମଃନ୍କେ ନିକ କଃରୁକେ ଅଃଦିକାର୍ ଦଃୟି ହଃଟାୟ୍ଲା ।