16 ଆରେକ୍ ସେ ହାଁଚ୍ଗଟ୍ ରୁଟି ଆର୍ ଜଳେକ୍ ମାଚ୍କେ ଦଃରି ସଃର୍ଗ୍ ହାକ୍ ଦଃକି ସେରି ଆସିର୍ବାଦ୍ କଃଲା ଆରେକ୍ ବାଙ୍ଗି ଲକ୍ମଃନ୍କେ ଦେଉଁକେ ଚେଲାମଃନ୍କେ ଦେଉଁକେ ଦଃର୍ଲା । 17 ସେତାକ୍ ସଃବୁ ଲକ୍ ଆଦାର୍ ହୁର୍ନେ କାୟ୍ଲାୟ୍ ଆର୍ ତାକାର୍ ତଃୟ୍ ଉବ୍ରି ରିଲାର୍ ଚେଲାମଃନ୍ ବାର ଡଃଲା ବାଙ୍ଗ୍ଲା ରୁଟିମଃନ୍ ବେଟ୍ଲାୟ୍ ।
Publicidade
Publicidade