11 ଜିସୁ ସେମଃନ୍କେ କୟ୍ଲା, "ଜୁୟ୍ମାନାୟ୍ ତାର୍ ନିଜାର୍ ଡକୁର୍ସିକେ ଚାଡି ଗଟ୍ ବିନ୍ ମାୟ୍ଜିକେ ସଃଙ୍ଗାୟ୍ଦ୍, ତଃବେ ତାର୍ ଡକୁର୍ସିର୍ ବିରୁଦେ ଦାରି କାମ୍ କଃରେଦ୍ । 12 ଆର୍ ଜଦି ଗଟ୍ ଲକାର୍ ଡକୁର୍ସି, ନିଜାର୍ ଅଃଣ୍ଡ୍ରାକେ ଚାଡି ବିନ୍ ଅଃଣ୍ଡ୍ରାକେ ଗଃର୍ କଃରେଦ୍ ତଃବେ ସେ ଦାରିକାମ୍ କଃରେଦ୍ ।"
Publicidade
Publicidade