ମାପୁରାର୍ ବଜି
22 ସଃବୁଲକ୍ ବଃସି କାତାବଃଳ୍ ଜିସୁ ରୁଟି ଦଃରି ଆସିର୍ବାଦ୍ କଃଲା ଆର୍ ସେରି ବାଙ୍ଗାୟ୍ ଦଃୟି କୟ୍ଲା, "ନିଆ, ଇରି ମର୍ ଗଃଗାଳ୍ ।"
23 ଆର୍ କପାୟ୍ ରିଲା ଅଙ୍ଗୁର୍ ରଃସ୍ ଦଃରି ସେତାର୍ ଗିନେ ହେଁ ପାର୍ତ୍ନା କଃଲା ଆର୍ ସେମଃନ୍କେ ଦିଲା, ଆର୍ ସେମଃନ୍ ସେତିର୍ ଡୁକ୍ଲାୟ୍ । 24 ଆର୍ ଜିସୁ ସେମଃନ୍କେ କୟ୍ଲା, "ଜୁୟି ବିଦିର୍ ବଃନି ସଃବୁ ଲକାର୍ ଗିନେ ଦେଉଁଲେ, ଇରି ମର୍ ସେ ବଃନି । 25 ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମୁଁୟ୍ ଜୁୟ୍ଦିନ୍ ଇସ୍ୱରାର୍ ରାଇଜେ ନଃଉଆଁ କଃରି ଅଙ୍ଗୁର୍ ରଃସ୍ ଡୁକିନ୍ଦ୍, ସେଦିନ୍ ହଃତେକ୍ ଇରି ଆର୍ କଃବେ ହେଁ ନଃଡୁକି ।"