61 ମଃତର୍ ଜିସୁ ତୁନ୍ହାଳି ରିଲା, କାୟିହେଁ ଉତୁର୍ ନଃଦିଲା ମୁଳ୍ ଜାଜକ୍ ଆରେକ୍ ଗଟ୍ତର୍ ହଃଚାର୍ଲା, "ତୁୟ୍ କାୟି ଉହ୍କାର୍ କାରି ଇସ୍ୱରାର୍ ହୟିସି କ୍ରିସ୍ଟ ?"
62 ଜିସୁ ତାକ୍ ଉତୁର୍ ଦିଲା, "ହିଁ ମୁଁୟ୍ ସେ, ଆର୍ ତୁମିମଃନ୍ ମୁଁୟ୍ ଜେ ନଃରାର୍ ହୟିସି, ସଃବ୍କେ ବଃଡ୍ ସଃକ୍ତିମାନାର୍ କାତାବାଟ୍ୟା ବଃସ୍ତାର୍ ଆର୍ ଅଃଗାସ୍ ମେଗ୍ମାଳେ ଆସ୍ତାର୍ ଦଃକାସ୍ ।"