34 ତାର୍ହଃଚେ ଜିସୁ ତାର୍ ଚେଲାମଃନାର୍ ସଃଙ୍ଗ୍ ଲକ୍ମଃନ୍କେ ତାର୍ ଲଃଗେ କୁଦି କୟ୍ଲା, "ଜୁୟି ଲକ୍ ମର୍ ହଃଚେ ଆସୁକ୍ ମଃନ୍ କଃରେଦ୍, ତଃବେ ସେ ଅଃହ୍ଣାର୍ ସଃବୁ ଚାଡି ଅଃହ୍ଣାର୍ କ୍ରୁସ୍ ବୟ୍କଃରି ମର୍ ହଃଚେ ଆସ । 35 କାୟିତାକ୍ବଃଲେକ୍ ଜୁୟି ଲକ୍ ନିଜାର୍ ଜିବନ୍ ବଚାଉଁକେ ମଃନ୍ କଃରେଦ୍, ସେ ଜିବନ୍ ହାରାୟ୍ଦ୍; ମଃତର୍ ଜୁୟ୍ଲକ୍ ମର୍ ଗିନେ ଆର୍ ମର୍ ନିକ କବୁର୍ ଗିନେ ନିଜାର୍ ଜିବନ୍ ଆରାୟ୍ଦ୍, ସେ ତାର୍ ଜିବନ୍କେ ସଃବୁ ଦିନ୍ ଗିନେ ରଃକ୍ୟା କଃରେଦ୍ । 36 ଜଦି ଗଟ୍ଲକ୍ ଜଃଗତାର୍ ସଃବୁ ଲାବ୍କଃରି ନିଜାର୍ ଜିବନ୍ ଆରାୟ୍ଦ୍, ତଃବେ ତାର୍ କାୟି ଲାବ୍ ? 37 ଆର୍ ମାନାୟ୍ ଅଃହ୍ଣାର୍ ଜିବନ୍ ବାଦୁଲେ କାୟିରି ଦେଉଁ ହାରେ ? 38 ଜଦି କୁୟ୍ଲକ୍ ଇ କାଳାର୍ ହାହିମଃନାର୍ ଆର୍ ଦୁସ୍ଟ୍ ଲକ୍ମଃନାର୍ ବିତ୍ରେ ମର୍ ଆର୍ ମର୍ ବଃଚନ୍ ଗିନେ ଲାଜ୍ ଅୟ୍ଦ୍, ନଃରାର୍ ହୟିସି ଜଃଡେବଃଳ୍ ପବିତ୍ର ଦୁତ୍ମଃନାର୍ ସଃଙ୍ଗ୍ ଅଃହ୍ଣାର୍ ଉବାସିର୍ ଜଃଜ୍ମାନ୍ ସଃଙ୍ଗ୍ ଆସେଦ୍, ସଃଡେବଃଳ୍ ସେ ହେଁ ତାର୍ ବିସୟେ ଲାଜ୍ ହାୟ୍ଦ୍ ।"