19 ମଃତର୍ ଜଃଡେବଃଳ୍ ତୁମିକେ ସଃହ୍ରି ଦେତି ସଃଡେବଃଳ୍ ତୁମିମଃନ୍ କଃନ୍କଃରି କାୟି କଃତା କଃଉଆସ୍; ସେତାର୍ ଗିନେ ଚିତା କଃରାନାୟ୍, ବଃଲେକ୍ କାୟିରି କଃଉଆସ୍ ସେରି ସେଦାହ୍ରେ ତୁମିମଃନ୍କେ ଦିଆ ଅୟ୍ଦ୍ । 20 କାୟିତାକ୍ବଃଲେକ୍ ତୁମିମଃନ୍ କଃଉତା ଲକ୍ ନାୟ୍; ମଃତର୍ ତୁମାର୍ ଉବାଦିର୍ ପବିତ୍ର ଆତ୍ମା ତୁମାର୍ ମଃନ୍ ବିତ୍ରେ ରଃୟ୍ କଃତା କୟ୍ଦ୍, ସେ ହଃକା କଃତା କଃଉତା ଲକ୍ ।"
Publicidade
Publicidade