2 ସେ ବାରଗଟ୍ ଚେଲାମଃନାର୍ ନାଉ ଅଃଉଁଲି, ହଃର୍ତୁ ସିମନ୍, ଜାକେ ପିତର୍ ବଃଲି କଃଉତି ଆର୍ ତାର୍ ବାୟ୍ସି ଆନ୍ଦ୍ରିଅ; ଜେବଦିର୍ ହୟିସି ଜାକୁବକ୍ ଆର୍ ତାର୍ ବାୟ୍ସି ଜହନ୍; 3 ପିଲିପ୍, ବାର୍ତଲମି; ତମା ଆର୍ ମାତିଉ ରିବ୍ନି; ଆଲ୍ପିଅର୍ ହୟିସି ଜାକୁବକ୍; ଆର୍ ତଦିୟ; 4 କିଣାନିୟ ସିମନ୍, ଜେ କି ଇସ୍ରାଏଲ୍ମଃନ୍କେ ମୁକ୍ଳାଉଁକେ ମଃନ୍ କଃର୍ତିରିଲା, ଆର୍ ଇସ୍କାରିଅତ୍ ଜିଉଦା, ଜେ ଜିସୁକେ ସଃତ୍ରୁର୍ ଆତେ ସଃହ୍ରି ଦିଲା ।